BREAKING
Loading...
:

୨୮_ଜୁନ୍‌ରୁ_ଗର୍ଭଗୃହ_ବାହାର_ରତ୍ନଭଣ୍ଡାର_ମରାମତି

 



*୨୮_ଜୁନ୍‌ରୁ_ଗର୍ଭଗୃହ_ବାହାର_ରତ୍ନଭଣ୍ଡାର_ମରାମତି*

*-୨୮ ଜୁନ୍‌ରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି*

*-ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ*

*-ଗର୍ଭଗୃହ ଓ ରତ୍ନଭଣ୍ଡାର ମରାମତି ନେଇ ବୈଠକ ପରେ ଦେଲେ ସୂଚନା*

*-‘ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି ହେବ’*

*-‘ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ, କେବଳ ଚଟାଣ କାମ ବାକି’*

*-‘ନାଟମଣ୍ଡପ, ଜଗମୋହନ ମରାମତି କାମ ମଧ୍ୟ କରାଯିବ’*

*-‘ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି*

*-‘ଷ୍ଟ୍ରକଚରାଲ୍‌ ସେଫ୍ଟିକୁ ଗୁରୁତ୍ବ ସହ ଶୀତତାପ ବ୍ୟବସ୍ଥା କରାଯିବ’*

*-‘ଏଥିପାଇଁ ASIର ଅନୁମୋଦନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ’*

*-‘ଶ୍ରୀମନ୍ଦିର ଟେକ୍ନିକାଲ କମିଟି, ASI ମିଳିତ ଭାବେ ସବୁ ତଦାରଖ କରିବେ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS