*୨୯ରୁ_ଜୁନ୍_୨୭_ରତ୍ନଭଣ୍ଡାର_କାମ_ବନ୍ଦ*
*-୨୯ରୁ ଜୁନ୍ ୨୭ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର କାମ*
*-ରତ୍ନଭଣ୍ଡାର ମରାମତି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା*
*'-୪ ମାସରୁ ଊର୍ଦ୍ଧ୍ବ ସମୟରେ ୧୯୩ ଘଣ୍ଟା ୫ ମିନିଟ୍ର କାମ ହୋଇଛି*
*'-ଭିତର ରତ୍ନଭଣ୍ଡାର କାମ ପ୍ରାୟ ସରିଛି, ଚଟାଣ କାମ ବାକି ଅଛି'*
*-ବାହାର ରତ୍ନଭଣ୍ଡାରରେ ୫ଟି ଷ୍ଟେନଲେସ୍ ବିମ୍ ଲାଗିବ- ମୁଖ୍ୟ ପ୍ରଶାସକ*
*'-ଜୁନ୍ ୨୮ରୁ ଜୁଲାଇ ୬ ଯାଏଁ ପର୍ଯ୍ୟାପ୍ତ କାମ ହେବ'*
*'-ରତ୍ନବେଦୀରେ ଶ୍ରୀଜିଉ ନଥିବାରୁ ପର୍ଯ୍ୟାପ୍ତ କାମ ହେବ'*
*'-ରଥଯାତ୍ରା ପରେ ରତ୍ନଭଣ୍ଡାର ସଂରକ୍ଷଣ କାମ ସାରିବାକୁ ଲକ୍ଷ୍ୟ'*.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق