*ଏପ୍ରିଲ ୧ରୁ ନୂଆ ନିୟମ*
UPI ନିୟମରେ ପରିବର୍ତ୍ତନ, ଦୀର୍ଘ ସମୟ ଧରି ୟୁପିଆଇ ସେବା ଥିବା ମୋବାଇଲ ନମ୍ବର ବ୍ୟବହୃତ ହେଉନଥିଲେ ଏହି ସେବା ବନ୍ଦ ହେବ*
*ଏଲପିଜି ସିଲିଣ୍ଡର ଦର ୪୧ ଟଙ୍କା କମିଲା*
ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି, ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ୍ରେ ରିହାତି ମିଳିବ*
*ଘର ମାଲିକମାନଙ୍କୁ ଘରଭଡ଼ା ଉପରେ ଦେଉଥିବା ଟ୍ୟାକ୍ସ ଉପରେ ରିହାତି*
*ଭଡ଼ା ବାବଦରେ ପୂର୍ବରୁ ୨ ଲକ୍ଷ ୫୦ ହଜାରରୁ ଅଧିକ ହେଲେ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା*
*ଏହାକୁ ବୃଦ୍ଧି କରି ୬ ଲକ୍ଷ ଟଙ୍କା କରିଛନ୍ତି ସରକାର*
*୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡିବନି ଆୟକର*
ବେତନଭୋଗୀଙ୍କୁ ମିଳିବ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ*
*ନୂ୍ଆ ଟିକସ ବ୍ୟବସ୍ଥାରେ ବେତନଭୋଗୀଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଦେବାକୁ ପଡିବନି ଟିକସ*
ଏଜୁକେଶନ ଲୋନ୍ ଉପରେ ହଟିଲା ଟିଡିଏସ୍, ପୂର୍ବରୁ ୭ ଲକ୍ଷ ଟଙ୍କା ଏଜୁକେସନ ଲୋନ୍ ଉପରେ ୦.୫ ଟିସିଏସ୍ କାଟୁଥିଲେ ଋଣଦାତା*
*ମ୍ୟୁଚୁଆଲ ଫଣ୍ଡ୍ ଆୟ ଉପରେ ବଢ଼ିଲା ଟିଡିଏସ୍ ସୀମା , ଡିଭିଡେଣ୍ଡ୍ରୁ ହୋଇଥିବା ଆୟ ଉପରେ ଟିଡିଏସ୍ ସୀମାକୁ ୫ ହଜାରରୁ ବୃଦ୍ଧି କରି ୧୦ ହଜାର ଟଙ୍କା କରାଯାଇଛି*
ଏପ୍ରିଲ ପହିଲାରୁ ଏସବିଆଇ ଓ ପିଏନବି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନିୟମରେ ପରିବର୍ତ୍ତନ ଆସିବ, ଏପ୍ରିଲ ୧ରୁ ଖାତାରେ ସର୍ବନିମ୍ନ ବାଲାନ୍ସ ନ ରହିଲେ ଖାତାଧାରକଙ୍କ ଠାରୁ ଜରିମାନା ଆଦାୟ କରିବ ବ୍ୟାଙ୍କ*
ଏନଏଚଏଆଇ ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ*
*ନିବେଶକ ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବ*
*ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ*
ଆଜିଠୁ ନୂଆ ଟାକ୍ସ ପଲିସି ଲାଗୁ : ୟୁପିଆଇ ନିୟମରେ ପରିବର୍ତ୍ତନ ସହ, କମିଲା ରନ୍ଧନ ଗ୍ୟାସ୍, ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି । ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର ।*
Post a Comment