BREAKING
Loading...
:

ବଦଳିଲା ସରକାରୀ ଡିଏ ଭି କଲେଜର ନାମ

 ବଦଳିଲା ସରକାରୀ ଡିଏ ଭି କଲେଜର ନାମ l

କୋରାପୁଟ (ମଣିଭଦ୍ରା ଖବର) ୧୯୬୮ ମସିଆ ରେ ନିର୍ମିତ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର ସୁନାମଧନ୍ୟ ଡିଏଭି କଲେଜ କିଛିବର୍ଷ ତଳେ ସରକାରୀ ଡିଏଭି କଲେଜ ନାମରେ ସରକାରୀ ସ୍ତର ରେ ପରିଚିତ ହୋଇଥିବା ବେଳେ ତାକୁ ନେଇ ବୁଦ୍ଧିଜୀବୀ ଛାତ୍ର ଛାତ୍ରୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏପରିକି ପୁଣିଥରେ ଏହାର ନାମ ପୂର୍ବପରି ରଖିବାକୁ ବିଭାଗୀୟ ମନ୍ତ୍ରୀ ଆଉ ରାଜ୍ୟସରକାର ଙ୍କୁ ନିବେଦନ କରାଯାଇଥିଲା ଆଉ ଦିର୍ଘ୍ କସରତ ପରେ ଗତକାଲି ରାଜ୍ୟସରକାର ତଥା ଉଚ୍ଚଶକ୍ଷାମନ୍ତ୍ରୀଙ୍କ ଦ୍ଵାରା ଏ ସଂକ୍ରାନ୍ତ ରେ ଚିଠି ଆସିଛି ଏବେ ସରକାରୀ ଡିଏଭି କଲେଜ ନାମରେ ପରିଚିତ ହେବ ବୋଲି ଯାହାକି କୋରାପୁଟ ବିଧାୟକ ଏଂବ ଆଲୁମିନା କମିଟି ଏକ ସାମ୍ବାଦିକ ସମ୍ମଳନୀରେ ଏହା ପ୍ରକାଶ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଆଲୁମିନା କମିଟି ର ସମସ୍ତ ସଦସ୍ୟ ପୁରାତନ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS