*୪_ଓ_୫ରେ_ ସେବକଙ୍କ_ ପାଇଁ_ ପ୍ରଶିକ୍ଷଣ_ ଶିବିର*
*-ପୁରୀ: ଆସନ୍ତା ୪ ଓ ୫ରେ ନିଯୋଗର ସେବକଙ୍କ ପାଇଁ ପ୍ରଶିକ୍ଷଣ ଶିବିର*
*-ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକଙ୍କ ପାଇଁ ହେବ ପ୍ରଶିକ୍ଷଣ*
*-ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ହେବ ପ୍ରଶିକ୍ଷଣ ଶିବିର*
*-ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ କରାଯିବ ଶିବିର*
*-୨ ତାରିଖ ଅପରାହ୍ନ ୫ଟା ଭିତରେ ନାମ ପଞ୍ଜୀକରଣ ନିର୍ଦ୍ଦେଶ*
*-ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ*.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق