*ମାଲେସିଆ ବୁଲିବେ ଓଡ଼ିଶା ଚାଷୀ...*
*- ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଚାଷୀ*
*- ୧୪ ଚାଷୀଙ୍କୁ ନେଇ ବିଦେଶ ଯିବେ କୃଷି ଅଧିକାରୀ*
*- ଆଧୁନିକ ଓ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବେ*
*- କାଲିଠୁ ୨୬ ଯାଏ ୭ଦିନ ପାଇଁ ମାଲେସିଆ ଯିବେ*
*- ମାଲେସିଆରୁ ଫେରିବା ପରେ ଅନୁଭୂତି ବାଣ୍ଟିବେ*
*- ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment