BREAKING
Loading...
:

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ*

 _*ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ*_ 



*ବିଧାୟକ ଏବଂ ମନ୍ତ୍ରୀଙ୍କ ମାଷ୍ଟର ମାଇଣ୍ଡରେ କୁକୁଡ଼ାଖଣ୍ଡି ବ୍ଳକ୍ ଅଧକ୍ଷ ଉପନିର୍ବାଚନ* 


 *କୁକୁଡ଼ାଖଣ୍ଡି ବ୍ଲକ୍ ଅଧକ୍ଷ ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ଛକାପଞ୍ଜା ଚାଲିଥିଲା ବେଳେ ଏହି ଫୋଟ ଆଜି ସମସ୍ତଙ୍କ ମନରେ ଥିବା ସବୁ ସନ୍ଦେହ ଦୂର କରିଛି । ମାନ୍ୟବର ବିଧାୟକ ଓ ମନ୍ତ୍ରୀଙ୍କ ପାଖରେ କୁକୁଡାଖଣ୍ଡିର ୧୧ ଜଣ ସମିତିସଭ୍ୟ ଓ ସଭ୍ୟା ପହଂଚି ବିଜେପି ବ୍ଲକ୍ ଅଧକ୍ଷ ପାଇଁ ସଜବାଜ ହେଲେଣି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS