BREAKING
Loading...
:

କାଳ ବୈଶାଖୀ ବର୍ଷା ଓ କୁଆପଥର ବୃଷ୍ଟିପାତ ଯୋଗୁଁ ରଵିଫସଲ ହାନି

 କାଳ ବୈଶାଖୀ ବର୍ଷା ଓ କୁଆପଥର ବୃଷ୍ଟିପାତ ଯୋଗୁଁ ରଵିଫସଲ ହାନି 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ବର୍ଷା ଓ କୁଆପଥର ବୃଷ୍ଟିପାତ ହଠାତ ଦୁଇପହର ସମୟରେ ହୋଇଯାଇଛି ।ଅଧିକାଂଶ ଚାଷୀ ରବି ଫସଲ ଅମଳ  କରି ଖଳା ବାରି ରେ ଗଦା ମାରି ରଖାଯାଇଥିଲା ବେଳେ ହଠାତ ବର୍ଷା ପ୍ରଭାବରେ ଅମଳ ଫସଲ ଓଦା ହୋଇ ନଷ୍ଟ ହୋଇଯାଇଥିବାର ଆଶଂକା ପ୍ରକାଶ ପାଇଛି। ସେହି ପରି କୁଆପଥର ମାଡ ରେ ମକା, ବାଇଗଣ, ପୋଟଳ,କଲରା ପ୍ରଭୂତି ପନିପରିବା ଫସଲ ସମେତ ଆମ୍ବ , ପଣସ ଫଳ ନଷ୍ଟହୋଇ ଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS