BREAKING
Loading...
:

ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା

 *ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା*



ପୁରୁଷୋତ୍ତମପୁର (ମଣିଭଦ୍ରା ଖବର) ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ଯୁବକକୁ ହତ୍ୟା  । ମୃତ ଯୁବକ ଜଣକ ହେଲେ ସିକୁଳା ଗାଁର ସୁମନ୍ତ ମହାପାତ୍ର । ବିଳମ୍ବିତ ରାତିରେ ସୁମନ୍ତକୁ ଦୁବୃର୍ତ୍ତ ମାନେ ସଂଘବଦ୍ଧ ଭାବେ ସମା ଗାଁରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ପୁଲିସପହଞ୍ଚି ତଦନ୍ତ ଜାରି ରଖିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS