ବିଷମକଟକ ସରକାରୀ ଉଚ୍ଚ ପ୍ରାଥମିକ(UGUP )ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ବୃତ୍ତିଗତ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ l
ବିଷମକଟକ (ମଣିଭଦ୍ରା ଖବର) ରାୟଗଡା ଜିଲ୍ଲା ଅନ୍ତର୍ଗତ ବିଷମକଟକ ସରକାରୀ ଉଚ୍ଚ ପ୍ରାଥମିକ( UGUP )ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ବୃତ୍ତିଗତ ବିକାଶ ପାଇଁ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମରେ ଚାରିଜଣ ଙ୍କ R. P ସମ୍ପୂର୍ଣ୍ଣ ଦାୟିତ୍ୱ ସହ ତୁଲାଇଥିଲେ l R.P ଶ୍ରୀ ମୁରଲୀଧର ବେହେରା, ଜିତେନ୍ଦ୍ର ସାହୁ, ଚନ୍ଦ୍ର ପୀଡିକାକା, ବରୁଣ ସିଂ ଓ ଏହି କାର୍ଯ୍ୟକ୍ରମ ର ଦାୟିତ୍ୱ ରେ ଥିବା ଶ୍ରୀ କେଦାର ରତ୍ନାଲୁ, ପ୍ରଶାନ୍ତ ପତି ଙ୍କ ନେତୃତ୍ବରେ 50 ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତ ସହ ସମସ୍ତ ସହଜଗ ରେ ଏହି ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ବୃତ୍ତିଗତ ବିକାଶ କାର୍ଯ୍ୟକ୍ରମ ଅତି ସୁନ୍ଦର ଶାନ୍ତି ଶୃଙ୍ଖଳା ଭାବରେ ହୋଇଥିଲା ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment