BREAKING
Loading...
:

ଟାଙ୍ଗିଆ ଚୋଟରେ ବାପାର ଜୀବନ ନେଲା ପୁଅ*

 *ଟାଙ୍ଗିଆ ଚୋଟରେ ବାପାର ଜୀବନ ନେଲା ପୁଅ* 

 ଏକମାତ୍ର ପୁଅ। ବାର୍ଦ୍ଧକ୍ୟରେ ସାହାରା ହେବ। ମଲାବେଳେ କାନ୍ଧରେ ନେବ । ହେଲେ ବାପାଙ୍କ ସବୁ ସ୍ନେହ ଭୁଲିଗଲା ପୁଅ। ସାହାରା ସାଜିବା ବଦଳରେ ବାପାକୁ ନିର୍ମମ ଭାବେ ହତ୍ୟା କରିଛି । ଟାଙ୍ଗିଆ ଚୋଟରେ ବାପାର ଜୀବନ ନେଇଛି ପୁଅ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ତାକରଡ଼ା ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ପୁଅର ଟାଙ୍ଗିଆ ଚୋଟରେ ବାପା ତାରିଣୀ ମଲ୍ଲିକ( ୬୦)ଙ୍କ ମୃତ୍ୟୁ ହୋଇଛି । ପାରିବାରିକ କଳହରୁ ଏହି ହତ୍ୟା ହୋଇଥିବା ହତ୍ୟାକାଣ୍ଡ ଶେରଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS