BREAKING
Loading...
:

ରାଜସ୍ବ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ପଣ୍ଡା ସୁପର ମାର୍ଟ୍

 ରାଜସ୍ବ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ପଣ୍ଡା ସୁପର ମାର୍ଟ୍

ସମ୍ବଲପୁର (ମଣିଭଦ୍ରା ଖବର) 


ସମ୍ବଲପୁର ସହର ମହାନ୍ତିପଡା ନିକଟସ୍ଥ ଗେଟିରୋଡ଼ରେ ଆଜି ପଣ୍ଡା ସୁପର ମାର୍ଟ୍ ଲୋକାର୍ପିତ ହୋଇଯାଇଛି। ଏହାକୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଫିତା କାଟି ଉଦ୍‌ଘାଟନ କରିଥିଲେ। ବ୍ଲୁଭେଲ ନୋଇଡା ଫ୍ରାଞ୍ଚାଇସ୍ ଓ ବେଷ୍ଟ୍ ୱେ ସୁପର ମାର୍ଟ୍ ଦ୍ୱାରା ଏହା ପରିଚାଳିତ ହେଉଛି। ସତ୍ଵାଧିକାରୀ ପ୍ରତୀକ ପଣ୍ଡାଙ୍କ ସମେତ ମହେନ୍ଦ୍ର ନନ୍ଦ, ବିଜେପିର ଗୋବିନ୍ଦ ଅଗ୍ରୱାଲ, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ପଣ୍ଡା, ଅଶୋକ ମିଶ୍ର, ସବିତା ନନ୍ଦ, ଗାୟତ୍ରୀ ପଣ୍ଡା, ଲଷ୍ମୀନାରାୟଣ ପଣ୍ଡା, ଅସୀମ ପଣ୍ଡା, ସାର୍ଥକ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସୁପର ମାର୍ଟ୍‌ରେ ସବୁ ପ୍ରକାରର ଘର କରଣା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS