BREAKING
Loading...
:

ଗଞ୍ଜାମ ର ପ୍ରସିଦ୍ଧ ଶୈବ ପୀଠ ବାବା କାସିବିଶ୍ୱନାଥ ମହାପ୍ରଭୁ ଙ୍କ ଧ୍ୱଜା ବନ୍ଧା ଉତ୍ସବ ପାଳିତ

 ଗଞ୍ଜାମ ର ପ୍ରସିଦ୍ଧ ଶୈବ ପୀଠ ବାବା କାସିବିଶ୍ୱନାଥ ମହାପ୍ରଭୁ ଙ୍କ ଧ୍ୱଜା ବନ୍ଧା ଉତ୍ସବ ପାଳିତ

 ବାବା କାସିବିଶ୍ୱନାଥ ମହାପ୍ରଭୁ ଙ୍କ ଆଜି ମହସିବରାତ୍ରି ଉପଲକ୍ଷେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଧ୍ୱଜା ବନ୍ଧା ଉତ୍ସବ ସହ ମନ୍ଦିରରେ ରୁଦ୍ରାଭିଷେକ.ଦ୍ୱାର ପାଳ ପୂଜା ସୂର୍ଯ୍ୟ ପୂଜା ହୂମ ବଳି. ଦାନ ବରିଷ୍ଠ ସେବକ ଉଦୟ ରାଉଳଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି ଏହି ପୂଜା ଅଂଚଳ ର ବରିଷ୍ଠ ପୁରୋହିତ କନ୍ଧ ଶତପଥୀ ଙ୍କ ଦ୍ୱାରା କରାଯାଇ ପୂର୍ଣ୍ଣାହୁତି କରାଯାଇଥିଲା ଏହି ପୂଜାରେ ପ୍ରଦୀପ କୁମାର ବେହେରା ଉଷା ରାଣୀ ବେହେରା ପତ୍ୟୁଷା ବେହେରା ପ୍ରିତମ କୁମାର ବେହେରା ଆଇନ ଯିବି ଦିଲୀପ କୁମାର ପଟନାୟକ. ବିଷ୍ଣୁ ବେହେରା ସୁନିତା ବୀହେରା ପ୍ରତ୍ୟସା ବେହେରା ରିତେଶ ପଣ୍ଡା. ସନାତନ ସାମନ୍ତରା ପ୍ରଦୀପ ସ୍ୱାଇଁ ସୁଶାନ୍ତ ସାହୁ ରାଜେନ୍ଦ୍ରବାରୀକ. ସୂର୍ଯ୍ୟ ନାରାୟଣ ବାରୀକ ପଂକଜିନି ବାରୀକ ଏବଂ ସେବକ ପରିବାରର ଶିବ 

. ଶିବାନୀ.ଶକ୍ତି. ଆରାଧ୍ୟ. ପ୍ରବୀଣ.କାନୁ କୁନି. ପ୍ରିୟମ୍ବଦା ନରସିଂହ ବନିତା ଅରୁଣ ରାଉଳ ବଟ କୃଷ୍ଣ ରାଉଳ ବିଜୟ ପାଣିଗ୍ରାହୀ କାହ୍ନୁ ସୁରେନ୍ଦ୍ର ପଞ୍ଚାନନ ସେଠି ଉପସ୍ଥିତ ରହିଥିଲେ ଓ କନ୍ଧ ଶତପଥି ସମସ୍ତ ଙ୍କ ନାମ ଗୋତ୍ର ରେ ଜଳାଭିଷେକ ମହାଦେବ ଙ୍କୁ କରାଯାଇ ବେଲପତ୍ର ଅର୍ପଣ କରାଯାଇଥିଲା ଏବଂ ଆସନ୍ତା. ଛବିଶ ତାରିଖ ରେ ହେଉଥିବା ମହାଶିବରାତ୍ରି ନିମନ୍ତେ ସମସ୍ତ ଭକ୍ତ ଓ ଦୂରଦୂରାନ୍ତରେ ରହୁଥିବା ଭକ୍ତ ଙ୍କ ପାଇଁ ମନ୍ଦିରର ବରିଷ୍ଠ ସେବକ ଉଦୟ ରାଉଳ ମହାପ୍ରଭୁ ଙ୍କ ନିକଟରେଜଗତ କଲ୍ୟାଣ କାମନା କରି ଅଭିନନ୍ଦନ ଜଣାଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS