ଚା ଦୋକାନୀଙ୍କୁ ଖଣ୍ଡା ଦେଖାଇ ଦୋକାନ ଭଙ୍ଗାରୁଜା କରି ଦୁଇ ଗିରଫ
ବ୍ରହ୍ମପୁର (ମଣିଭଦ୍ରା ଖବର) ସକାଳ ସମୟରେ ବଡ଼ ବଜାର ଥାନା ଅଧୀନ ଉତ୍କଳ ସିନେମା ଛକ ନିକଟରେ ଚା ଦୋକାନୀ କୁ ଖଣ୍ଡା ଦେଖାଇ ଭୟଭୀତ କରିବା ସହ ଦୋକାନ ସଂପୂଣ୍ଣ ଭଙ୍ଗା ରୁଜା କରିଥିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ଗୋଟିଏ ଖଣ୍ଡା ଜବତ କରିଥିବା ସୂଚନା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment