*#ସରକାର_କଠୋର_ଆକ୍ସନ_ନିଅନ୍ତୁ- ବିଜୟ*
*-କିଟ୍ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା*
*-କିଟ୍ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ କହିଲେ ବିଜୟ*
*-‘ଏହା ସାଧାରଣ ଘଟଣା ନୁହେଁ, ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦତ ହୋଇଛି’*
*-‘ନେପାଳି ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଛି, ରେସିଜିମ୍ ଚାଲିଛି’*
*-‘ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା’*
*-‘ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର’*
*-‘ଯାହା ଫଳରେ ଆଗାମୀ ଦିନରେ ଏପରି ପୁନରାବୃତ୍ତି ହେବନି’*
*-‘ସରକାର କଲେଜକୁ ସୋ କଜ୍ ନୋଟିସ୍ କରିବା ଉଚିତ୍’
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment