BREAKING
Loading...
:

ଠକେଇ ମାମଲାରେ ବାପା ପୁଅ ଗିରଫ

 ଠକେଇ ମାମଲାରେ ବାପା ପୁଅ ଗିରଫ 

ବ୍ରହ୍ମପୁରରେ ଜମି ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକେଇ ମାମଲାରେ ବାପା ବାଲାଜୀ ସାହୁ ଓ ପୁଅ ରଘୁରାଜ ସାହୁକୁ ଗିରଫ କରିଛି ବଡବଜାର ଥାନା ପୁଲିସ। ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ବି ଅଭିଯୋଗ ହୋଇଥିଲା

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS