Home ଠକେଇ ମାମଲାରେ ବାପା ପୁଅ ଗିରଫ Debi Prasad Dash January 22, 2025 0 ଠକେଇ ମାମଲାରେ ବାପା ପୁଅ ଗିରଫ ବ୍ରହ୍ମପୁରରେ ଜମି ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକେଇ ମାମଲାରେ ବାପା ବାଲାଜୀ ସାହୁ ଓ ପୁଅ ରଘୁରାଜ ସାହୁକୁ ଗିରଫ କରିଛି ବଡବଜାର ଥାନା ପୁଲିସ। ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ବି ଅଭିଯୋଗ ହୋଇଥିଲାଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment