ପ୍ରସୂତି ମୃତ୍ୟୁ କୁ ନେଇ ଉତ୍ତେଜନା
ଭଦ୍ରକ (ମଣିଭଦ୍ରା ଖବର) ପ୍ରସୂତି ମୃତ୍ୟୁ କୁ ନେଇ ଉତ୍ତେଜନା । ଭଦ୍ରକ ଗାନ୍ଧୀ ପଡିଆ ସ୍ଥିତ ଏକ ଘରୋଇ ନର୍ସିଂ ହୋମ ରେ ଉତ୍ତେଜନା । ଭଙ୍ଗାରୁଜା କଲେ ମୃତକ ଙ୍କ ସମ୍ପର୍କୀୟ। ଶିଶୁ କନ୍ୟା ଜନ୍ମ ପରେ ମା ର ମୃତ୍ୟୁ କୁ ନେଇ ଉତ୍ତେଜନା । ଡ଼ାକ୍ତର ଓ କର୍ମଚାରୀ ଙ୍କ ଅବହେଳା ପାଇଁ ମୃତ୍ୟୁ ଅଭିଯୋଗ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment