BREAKING
Loading...
:

ଟ୍ରକ୍ ଧକାରେ ବାଇକ୍ ଚାଳକ ଗୁରୁତର

 ଟ୍ରକ୍ ଧକାରେ ବାଇକ୍ ଚାଳକ ଗୁରୁତର

ନୟାଗଡ଼ (ରୀନା ସାହୁ) ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ସଡ଼କ ଦୁର୍ଘଟଣା....... ଟ୍ରକ୍ ଧକାରେ ବାଇକ୍ ଚାଳକ ଗୁରୁତର । ଗୁରୁତର ବାଇକ ଚାଳକଙ୍କୁ ଦମକଳ ବାହିନୀ ଉଦ୍ଧାର କରି  ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ୧୬ ନମ୍ୱର୍ ଜାତୀୟ ରାଜପଥ ପଥର ବନ୍ଧ ନିକଟରେ ଘଟିଛି  ଦୁର୍ଘଟଣା । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଗୁରୁତର ବାଇକ ଚାଳକଙ୍କ ବ ନାମ ଜଗନ୍ନାଥ ଶ୍ରୀଚନ୍ଦନ(୨୪)ବର୍ଷ ଘର ବାଣପୁର ବୋଲି ଜଣାପଡିଛି ।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS