BREAKING
Loading...
:

ଖଣ୍ଡପଡ଼ା ବ୍ଲକ ପାର୍ଶ୍ଵ ସମବାୟ ସମିତି କେନ୍ଦ୍ରରେ ଧାନ ମଣ୍ଡି ଉଦଘାଟିତ

 ଖଣ୍ଡପଡ଼ା ବ୍ଲକ ପାର୍ଶ୍ଵ ସମବାୟ ସମିତି କେନ୍ଦ୍ରରେ ଧାନ ମଣ୍ଡି ଉଦଘାଟିତ 

ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଗତ ମଙ୍ଗଳ ବାରର ସଂଧ୍ୟା ୫ ଘଣ୍ଟା ସମୟରେ। ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଥିଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଉଦ୍ ଘାଟନ କରିଥିଲେ। ସେବା ସମବାୟ ସମିତି ସମ୍ପାଦକ ଗୋପିନାଥ ଆଚାର୍ଯ୍ୟ , ନୋଡାଲ ଅଧିକାରୀ ତଥା ଖଣ୍ଡପଡ଼ା ବ୍ଲକ ଗ୍ରାମ ପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀ ଅନିତ୍ କୁମାର ବଡସେଟ , ଖଣ୍ଡପଡ଼ା ତହସିଲଦାର ବିଶ୍ଵଵିସ୍ତୃତ ତ୍ରୀପାଠୀ, ସଂସଦ ଙ୍କ ପ୍ରତିନିଧି ଚନ୍ଦ୍ର କାନ୍ତ ବଳିଆର ସିଂହ, ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସଞ୍ଜୟ କୁମାର ଖୁଣ୍ଟିଆ, ବ୍ଲକ ଯୋଗାଣ ନୀରିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା  ନୟାଗଡ଼ ନିୟନ୍ତ୍ରିତ ବଜାର କମିଟି ଓ ଚାଷୀମାନଙ୍କୁ ନେଇ ସାଧାରଣସଭାଅନୁଷ୍ଠିତ ହୋଇଯାଇଛି।କଣ୍ଟାପଲାକୁପୂଜାକରି ଖଣ୍ଡପଡ଼ା ବ୍ଲକ ୩୨୩ ଚାଷୀ କିପରି ଏଠାକୁ ଧାନ ଆଣିବା ସଙ୍ଗେ ଧାନ ର ମୂଲ୍ୟ ନିର୍ଦ୍ଧାରଣ କରି ଧାନ ଦେବାକୁ  ଦୁଷ୍ମନ୍ତ କୁମାର ସ୍ବାଇଁ ଆଲୋଚନା କରି ସଭା ସାଙ୍ଗ କରି ଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS