BREAKING
Loading...
:

୩ ଟି କେନ୍ଦ୍ର ରେ ଆଦର୍ଶ ପ୍ରବେଶିକା ପରୀକ୍ଷା

 ୩ ଟି କେନ୍ଦ୍ର ରେ ଆଦର୍ଶ ପ୍ରବେଶିକା ପରୀକ୍ଷା

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ରେ ୩ ଟି କେନ୍ଦ୍ର ରେ ଆଦର୍ଶ ବିଦ୍ୟାଳୟ ସଂଗଠନ ଦ୍ଵାରା ପରିଚାଳିତ ପ୍ରବେଶିକା ପରୀକ୍ଷା ମଙ୍ଗଳବାର ଶାନ୍ତି ଶୃଂଖଳାର ସହିତ ଅନୁଷ୍ଠିତ ହୋଇଯାଇଅଛି। ଖଣ୍ଡପଡ଼ା ସହର ଅଞ୍ଚଳ ଅଧିନ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ୧୬୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୧ ଜଣ, ଆଦର୍ଶ ବିଦ୍ୟାଳୟ ର ୨୦୦ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୯୩ ଜଣ ଓ ବନମାଳୀ ପୁର ଉଚ୍ଚ ବିଦ୍ୟାଳୟରୁ ୧୭୦ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୬୮ ଜଣ ପରିକ୍ଷା ଦେଇଥିବା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର ଙ୍କ ଠାରୁ ପ୍ରକାଶ। ୭ମ ଏବଂ ୬ଷ୍ଠ ଶ୍ରେଣୀ ନିମନ୍ତେ ଏହି ପ୍ରତିଯୋଗିତାରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଫଳାଫଳ ଆଧାର ରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବବୋଲି ଖଣ୍ଡପଡ଼ା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ବିଦ୍ୟାଧର ମହାରଣା ଙ୍କ ଠାରୁ ପ୍ରକାଶ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS