BREAKING
Loading...
:

ଫାୟାରିଂ_କରି_୮_ଜଣଙ୍କୁ_ଛଡ଼ାଇ_ନେଲେ -ପଟ୍ଟାମୁଣ୍ଡାଇ: ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଲା ଗୁଳି

 

#ଫାୟାରିଂ_କରି_୮_ଜଣଙ୍କୁ_ଛଡ଼ାଇ_ନେଲେ

-ପଟ୍ଟାମୁଣ୍ଡାଇ: ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଲା ଗୁଳି

-ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ

-ବେଆଇନ୍ ମାଛ ମାରୁଥିବା ବେଳେ ରେଡ୍ କରିଥିଲା ବନବିଭାଗ

-୩ଟି ଟ୍ରଲର ସିଜ୍ ସହ ୯ ଜଣଙ୍କୁ ଧରି ସାଙ୍ଗରେ ଆଣୁଥିଲା

-ପାଟ୍ରୋଲିଂ ଟିମ୍‌କୁ ଘେରି ମାଛ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ

-ଗୁଳି ଫୁଟାଇ ଜୋରଜବରଦସ୍ତ ୮ ଜଣଙ୍କୁ ଛଡ଼ାଇ ନେଲେ ମାଫିଆ

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS