BREAKING
Loading...
:

ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ରିଡାସୂଚୀ

 ସର୍ବଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ରିଡାସୂଚୀ 

ଗଣିଆ (ମଣିଭଦ୍ରା ଖବର) ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ଜାନୁଆରୀ ୨୬ ତାରିଖ ଠାରୁ ସର୍ବ ଭାରତୀୟ ବିଜୟ ରାଉଳ ମେମୋରିଆଲ ଗଣିଆ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହେବ । ଏଥିପାଇଁ କ୍ରିଡାସୂଚୀ ପ୍ରକାଶ ପାଇଥିବା ଜଣାପଡିଛି । ଜାନୁୟାରୀ ୨୬ ତାରିଖରେ ଭଞ୍ଜନଗର ଏକାଡେମୀ ବନାମ ଯୁବ ଜ୍ୟୋତି କ୍ଳବ୍,କଟକ,୨୭ ତାରିଖରେ ଆନନ୍ଦ ଆଥଲେଟିକ ଆସୋସିଏସନ୍ ଦେଓଗଡ଼ ବନାମ ଗୋଲଡେନ ଫୁଟବଲ୍ କ୍ଳବ୍,ବୈଦ୍ଧ,୨୮ ତାରିଖରେ ପ୍ରଥମ ସେମିଫାଇନାଲ,୨୯ ତାରିଖରେ ଡାଇମଣ୍ଡ ଫୁଟବଲ୍ କ୍ଳବ୍, ଖୋର୍ଦ୍ଧା ବନାମ ପତାକା ଅନୁଗୁଳ,୩୦ ତାରିଖରେ ମେମୋରି ଫୁଟବଲ୍ କ୍ଳବ୍, କୋଲକାତା ବନାମ ସ୍ପୋର୍ଟସ ହଷ୍ଟେଲ, ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମହାବୀର ସାଂସ୍କୃତିକ ପରିଷଦର ସଭାପତି ଗିରିଧାରୀ ସେଠୀ ପ୍ରକାଶ କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS