BREAKING
Loading...
:

ବାଜପେୟୀ_ଶ୍ରେଷ୍ଠ_ସୁଶାସକ: ମୁଖ୍ୟମନ୍ତ୍ରୀ

 


ଳ*ବାଜପେୟୀ_ଶ୍ରେଷ୍ଠ_ସୁଶାସକ: ମୁଖ୍ୟମନ୍ତ୍ରୀ.*

*-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ.*

*-ସୁଶାସନ ଦିବସ ଭାବେ ପାଳୁଛି ଦେଶ, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି*

*-ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁଣଗାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ*

*-କେତେକ ବିଶେଷ ଘଟଣାବଳୀକୁ ନେଇ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ.*

*-‘ବାଜପେୟୀଙ୍କୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ନରସିଂହ ରାଓ କହିଥିଲେ’*

*-‘ପୋଖରାନରେ ପରମାଣୁ ବୋମା ପରୀକ୍ଷଣ କରି ତାହା ସମ୍ପୂର୍ଣ୍ଣ କଲେ’*

*-୧୯୯୯ରେ କାର୍ଗିଲ ବିଜୟ, ମହାବାତ୍ୟା ସହାୟତା ମନେ ପକାଇଲେ*

*-‘ଭୁବନେଶ୍ବର ଏମ୍ସ, ପାରାଦୀପ ତୈଳ ବିଶୋଧନାଗାର ତାଙ୍କର ଅବଦାନ’*

*-‘ପୂର୍ବତଟ ରେଳପଥ ଡିଭିଜନ ଓ ମୁଖ୍ୟାଳୟ ଭୁବନେଶ୍ବରରେ କରିଥିଲେ’*

*-ତେଣୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଆମେ ସୁଶାସନ ଦିବସ ପାଳୁଛୁ’

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS