ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇନଜୀବୀ
ଭୁବନେଶ୍ଵର (ମଣିଭଦ୍ରା ଖବର) ଆଗାମୀ ଡିସେମ୍ବର 29,30 ତାରିଖ 2ଦିନ ଧରି ନିଖିଳ ଓଡିଶା ଆଇନଜୀବି ସଂଘର ଅଧିବେଶନ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଠାରେ ହେବା କୁ ଥିବା ଅବସରରେ, 30ଗୋଟି ଓକିଲ ସଂଘର କର୍ମକର୍ତ୍ତା ଓ ନିଖିଳ ଓଡିଶା ଆଇନଜୀବି ସଂଘର ପରିବାର ମିଶି ଆଗାମୀ ଅଧିବେଶନ କୁ ସଫଳ କରିବା ପାଇଁ,,, ନବରଙ୍ଗପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ କେ.ପି.ସିଂହଦେଓ ଙ୍କୁ ନିମନ୍ତ୍ରଣ ଦେବା ଅବସରରେ , ଏହା ସହିତ ଆଇନଜୀବି ମାନଙ୍କ ପାଇଁ ଉଦିଷ୍ଟ ସ୍ୱାସ୍ଥ୍ୟବୀମା କୁ ଶ୍ରୀର୍ଘ କାର୍ଯ୍ୟକାରୀ କୁ ନିବେଦନ କରିବା ଅବସରରେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق