BREAKING
Loading...
:

ମୁଖ୍ୟମନ୍ତ୍ରୀ ବୁଲିଲେ କ୍ଷତିଗ୍ରସ୍ତ ଧାନବିଲ

 ମୁଖ୍ୟମନ୍ତ୍ରୀ ବୁଲିଲେ କ୍ଷତିଗ୍ରସ୍ତ ଧାନବିଲ

(ମଣିଭଦ୍ରା ଖବର) ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଇସ୍ପାତ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନା,ମ୍ୟାଚ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଙ୍କ ଗଞ୍ଜାମ ଜ଼ିଲ୍ଲା ଗୌଞ୍ଜ ଗ୍ରାମ ବୁଲି ଅଦିନିଆ ବର୍ଷା ଯୋଗୁଁ କ୍ଷ ୟ କ୍ଷତି ହୋଇଥିବା ଧାନବିଲ ବୁଲି ଦେଖିଥିଲେ / ତତ ସହିତ ଗଞ୍ଜାମ ଜ଼ିଲ୍ଲାର ବିଜେପିର ପୁରାତନ ଓ ନୂତନ ସହକର୍ମୀ , ପୋଲିସ ପ୍ରଶାସନ ପତ୍ରକାର, ଓ ଗ୍ରାମବାସୀ ଉପସ୍ଥିତ ଥିଲେ, ଇତି ମଧ୍ୟରେ ବରିଷ୍ଠ ବିଜେପି ନେତା ଶ୍ରୀ ପଦ୍ମ ଚରଣ ଦାସ, ଗୌରୀଶଙ୍କର ମହାନ୍ତି, ଭାରତୀୟ ମଜଦୂର ସଙ୍ଘ ସମରସତା ବିଭାଗ, କେତକ ସଦ୍ୟସ, ଶ୍ରୀ ଜଗନ୍ନାଥ ପlଢି ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି, ଓଡିଶାରେ 42 ବର୍ଷ ଧରି ଜମିଜମା ବନ୍ଦବସ୍ଥ, କରିବା,ଗ୍ରାମକଣ୍ଠ ପଟା ପ୍ରଦାନକରି ଵା, ବେଞ୍ଚମାର୍କ ଭେଲୁଆସନ କରାଇବା, ଓ ଉଚ୍ଚନlୟାଳୟ, ଦେଇଥିବା ଅର୍ଡ଼ର, କୁ କାର୍ଯ୍ୟକlରି କରିବା, ଓ ଓଡିଶାର ପ୍ରଜାଙ୍କୁ ନ୍ୟାୟ ପ୍ରଦାନ କରିବା ବିଭିନ୍ନ ଦlବି ନେଇ 58 ପୃଷ୍ଟl ସମ୍ବଳିତ ଦାବି ପ୍ରଦାନ କରିଥିଲେ..।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS