*କନ୍ଦରପୁର ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଧରାଇ ଦେଲା ୟୁପିଆଇ ପେମେଣ୍ଟ...*
*- କନ୍ଦରପୁର ଥାନା ଅଞ୍ଚଳରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍*
*- UPI ପେମେଣ୍ଟରୁ ଅପରାଧୀଙ୍କ ପାଖରେ ପହଞ୍ଚି ପାରିଲା ପୁଲିସ*
*- ମୃତ ମହିଳାଙ୍କ ସ୍ୱାମୀ, ଦିଅର, ସମ୍ପର୍କୀୟ ଦିଅର ଗିରଫ*
*- ଯୋଜନାବଦ୍ଧ ଷଡ଼ଯନ୍ତ୍ରର ସୂଚନା ଦେଲେ ସିପି ଓ କଟକ ଡିସିପି*
*- ‘କୌଣସି ମିସିଂ କେସ୍ ନଥିବାରୁ ଧରିବା ଚ୍ୟାଲେଞ୍ଜ୍ ଥିଲା’
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق