BREAKING
Loading...
:

ମନାଲିରେ ବରଫ ବର୍ଷା, ଫସିଲେ ପର୍ଯ୍ୟଟକ

 ମନାଲିରେ ବରଫ ବର୍ଷା,  ଫସିଲେ ପର୍ଯ୍ୟଟକ

ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ତୁଷାରପାତ

ସୋଲାଙ୍ଗରୁ ଅଟଳ ଟନେଲ୍ ମଧ୍ୟରେ ଫସିଲା ଶତାଧିକ ଗାଡ଼ି

ଜାମ୍‌ରେ ଫସିଛି ହଜାରେରୁ ଅଧିକ ଗାଡ଼ି, ୭୦୦ ଗାଡ଼ି ଉଦ୍ଧାର

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ମନାଲିରେ ପ୍ରବଳ ଭିଡ଼

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS