BREAKING
Loading...
:

ଦଶପଲ୍ଲା ରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

 ଦଶପଲ୍ଲା ରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ।

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ ବେହେରାଙ୍କ ନେତୃତ୍ବରେ  ଦଶପଲ୍ଲା ଶ୍ରୀ କ୍ରୀ୍ଷ୍ଣା କଲ୍ୟାଣ ମଣ୍ଡପ ପରିସରରେ  ବିଜୁଜନତା ଦଲର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । 

ଆଜିର ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ପୁନମ୍ ପ୍ରୀୟଦର୍ଶୀନି , ବ୍ଲକ୍ ବିଜେଡି ସଭାପତି ସୁଦାମ ଚରଣ ପ୍ରଧାନ ସମସ୍ତ ସରପଞ୍ଚ, ସମିତି ସଭ୍ଯ , ଦଶପଲ୍ଲା ଏ ଏନ୍ ଏ ସିର ବହୁ କାଉନସିଲର କଂ ସମେତ ବିଜୁ ଜନତା ଦଳର ବହୁ ତୁଂଗ ନେତା ଯୋଗଦେଇ ବିଜୁ ଜନତାଦଳର ସୁ - ଶାସନ ବିଷୟରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨ ହଜାରରୁ ଅଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS