ବେଗୁନିଆ ବାଘମାରୀ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍
ଖୋର୍ଦ୍ଧା (ମଣିଭଦ୍ରା ଖବର) ବେଗୁନିଆ ବାଘମାରୀ ରାସ୍ତାରେ ଓଲଟିଲା ଯାତ୍ରୀବାହି ବସ । ଚକାଡୋଳା ନାମକ ଘରୋଇ ବସ ଫୁଲୁବାଣୀରୁ ଭୁବନେଶ୍ୱର ଯାଉଥିବା ବେଳେ ଓଲଟି ପଡ଼ିଲା। ଜଣେ ଶିଶୁ ସମେତ ୭ଜଣ ଆହତ ହୋଇଥିବା ସୂଚନା । ସମସ୍ତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏଭଳି ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق