BREAKING
Loading...
:

ଆଳୁ ସଙ୍କଟ ଦୁର କରିବା ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ଯ ସରକାର

 


ଭୁବନେଶ୍ଵର (ମଣିଭଦ୍ରା ଖବର) ଆଳୁ ସଙ୍କଟ ଦୁର କରିବା ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ଯ ସରକାର।  ବ୍ରହ୍ମପୁର ରେ ପହଞ୍ଚିଲା ୟୁପି ଆଳୁ! ଆଗ୍ରା ରୁ ଯୋଗାଣ ବିଭାଗ ସହାୟତା ରେ 35 ଟନ୍ ଆଳୁ ବୋଝେଇ ଏକ ବ୍ରହ୍ମପୁର ରେ ପହଞ୍ଚି ଥିବା ବେଳେ ଡିଲର ଙ୍କ ଜରିଆରେ ଖାଉଟିଙ୍କୁ ମିଳିବ ଆଳୁ। କିଲୋ ପିଛା 30 ଟଙ୍କା ଆଳୁ ଖାଉଟି ଙ୍କୁ ଯୋଗାଇ ଦେବାକୁ ସ୍ଥିର କରିଛି ଯୋଗାଣ ବିଭାଗ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS