BREAKING
Loading...
:

ଖୋଲିବ ବଡମ୍ବା ଚିନିକଳ ଆରମ୍ଭ ହେଲା ମାପଚୁପ*

  *ଖୋଲିବ ବଡମ୍ବା ଚିନିକଳ ଆରମ୍ଭ ହେଲା ମାପଚୁପ*

* ବଡମ୍ବା ଚିନିକଳ ଖୋଲିବା ପାଇଁ ଆରମ୍ଭ ହେଲା ମାପଚୁପ

* ତହସିଲଦାରଙ୍କ ତତ୍ତ୍ବାବଧାନରେ 123 ଏକର ଜମିର ମାପଚୁପ ଆରମ୍ଭ


* ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ଚାଲିବ ମାପଚୁପ

* ଚିନିକଳ ନେଇ ବଡମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ପ୍ରେସ୍‌ମିଟ୍‌

* ବିଜେପି ଆସିବା ପରେ ଖୋଲିବାକୁ ଯାଉଛି ବଡମ୍ବା ଚିନିକଳ

ମାନସ କୁମାର ସାହୁ, କଟକ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS