ଦୀର୍ଘ ଦିନ ପରେ ପୁଣି ଗୋପାଳପୁର ରାଜନୀତି ରେ ବଡ଼ ହଟ ଚମଟ
ଭୁବନେଶ୍ଵର ( ମଣିଭଦ୍ରା ଖବର) ଦୀର୍ଘ ଦିନ ପରେ ପୁଣି ଗୋପାଳପୁର ରାଜନୀତି ରେ ବଡ଼ ହଟ ଚମଟ l ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଈଲୁଣ୍ଡା ବ୍ଲକ ର 15 ରୁ ଉର୍ଦ୍ଧ ନିର୍ବାଚିତ ଜନ ପ୍ରତିନିଧି ଓ ବହୁ ଯୁବ ନେତା ଆଜି ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଭେଟି ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟକର୍ମ ବିଷୟରେ ଆଲୋଚନା କରିଥିବା ଜଣା ପଡିଛି l ଆଗାମୀ ଦିନରେ ଗୋପାଳପୁର ରାଜନୀତି କେଉଁ ଦିଗ ଆଡକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା l
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق