BREAKING
Loading...
:

ଦୀର୍ଘ ଦିନ ପରେ ପୁଣି ଗୋପାଳପୁର ରାଜନୀତି ରେ ବଡ଼ ହଟ ଚମଟ

 ଦୀର୍ଘ ଦିନ ପରେ ପୁଣି ଗୋପାଳପୁର ରାଜନୀତି ରେ ବଡ଼ ହଟ ଚମଟ 

ଭୁବନେଶ୍ଵର ( ମଣିଭଦ୍ରା ଖବର) ଦୀର୍ଘ ଦିନ ପରେ ପୁଣି ଗୋପାଳପୁର ରାଜନୀତି ରେ ବଡ଼ ହଟ ଚମଟ l ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଈଲୁଣ୍ଡା ବ୍ଲକ ର 15 ରୁ ଉର୍ଦ୍ଧ ନିର୍ବାଚିତ ଜନ ପ୍ରତିନିଧି  ଓ ବହୁ ଯୁବ ନେତା ଆଜି ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଭେଟି ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟକର୍ମ ବିଷୟରେ ଆଲୋଚନା କରିଥିବା ଜଣା ପଡିଛି  l ଆଗାମୀ ଦିନରେ ଗୋପାଳପୁର ରାଜନୀତି କେଉଁ ଦିଗ ଆଡକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS