BREAKING
Loading...
:

ବ୍ରାଉନ ସୁଗାର ଜବତ, ଜଣେ ବ୍ୟକ୍ତି ଗିରଫ

 ବ୍ରାଉନ ସୁଗାର ଜବତ, ଜଣେ ବ୍ୟକ୍ତି ଗିରଫ 

ରଣପୁର ( ରୀନା ସାହୁ) ନୟାଗଡ ଜିଲ୍ଲା ରାଜ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରିତି ପ୍ରକାଶ ମହାନ୍ତି ଓ ସ୍ପେସିଆଲ ସ୍କ୍ୱାର୍ଡ ମିଳିତ ଚଢ଼ାଉ କରି ରାଜ ସୁନାଖଳାରୁ ରଣପୁର ରାସ୍ତାରେ ଥିବା" ମା ଖିଲାମୁଣ୍ଡା " ଠାକୁରାଣୀ ମନ୍ଦିର ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ 7 ଗ୍ରାମ 50 ମିଲି ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ବେପାରୀ କାଳିଆ ରାଉତ ( 49 ବର୍ଷ ), ପିତା - ଧନେଶ୍ୱର ରାଉତ, ଗ୍ରାମ ନରେନ୍ଦ୍ରପୁର ମାଳି ସାହି, ଥାନା - ଶରଣ କୂଳ, ଜିଲ୍ଲା ନୟାଗଡ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ! ଖବର ନେବାରେ ଜଣା ପଡିଛି ବ୍ରାଉନ ସୁଗାର ଖୋର୍ଦ୍ଧା ରୁ ଶରଣ କୁଳ କୁ ନେଉଥିଲା ! ଏ ନେଇ ରଣପୁର ଥାନାରେ କେଶ ନମ୍ବର 413-    27/12/2024  ରଜୁ କରାଯାଇଥିବା ଜଣା ପଡିଛି !ୟୁ ଏସ 21( ବି )

29 ନମ୍ବର ପି ଏସ ଆକ୍ଟ ଅନୁଯାଇ ଗିରଫ କରାଯାଇ 28/12/2024 ରେ କୋର୍ଟ ଫରୱାର୍ଡ଼ କରାଯାଇଛି !

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS