BREAKING
Loading...
:

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

 ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ 

କଟକ (ମାନସ କୁମାର ସାହୁ) ନରସିଂହପୁର ବ୍ଲକ ଯୋଡୁମୁ ଥାନା ଅନ୍ତର୍ଗତ ଜିଲିଣ୍ଡା ଜାନିସାହି ରେ ବଧୂହତ୍ୟା ଅଭିଯୋଗ ହୋଇଛି। ଯୋଡୁମୁ ଗ୍ରାମର  ସିଧେଶ୍ୱର ନାଏକ ଙ୍କ ଝିଅ ସୀମା ନାଏକ 21  ବର୍ଷ ଜାନିସାହି ଗ୍ରାମର କୁଶ ନାଏକ ଙ୍କୁ ତିନି ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଅଧିକ ଯୌତୁକ ଦାବୀ କରି ନିର୍ଯାତନା ଦିଆ ଯିବା ସହ ଗତକାଲି ତାଙ୍କ ଘରୁ ଝୁଲନ୍ତା ଅବସ୍ଥା ରେ  ସୀମାର ମୃତ ଦେହ ଉଦ୍ଧାର ହୋଇଥିଲା। ସୀମାକୁ ଶାଶୁଘର ଲୋକେ ହତ୍ୟା କରିଥିବା ସୀମାଙ୍କ ପରିବାର ପକ୍ଷରୁ ଯୋଡୁମୁ ଥାନାରେ ଅଭିଯୋଗ ହୋଇଛି।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS