BREAKING
Loading...
:

ନୂଆବର୍ଷ ପାଇଁ 60 ପ୍ଲାଟୁନ୍ ଫୋର୍ସ...*

 *ନୂଆବର୍ଷ ପାଇଁ 60 ପ୍ଲାଟୁନ୍ ଫୋର୍ସ...*

*- ପୁରୀ: ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ 60 ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ*

*- 2 କମାଣ୍ଡାଣ୍ଟ ଓ 33 DSP ର୍ୟାଙ୍କ୍ ଅଧିକାରୀ, 10 ଅତିରିକ୍ତ SP ମୁତୟନ ହେବେ*

*- 62 ଇନ୍ସପେକ୍ଟର, 245 ସବ୍‌ଇନ୍ସପେକ୍ଟର, 30 ହାବିଲଦାର, 290 କନଷ୍ଟେବଳ ରହିବେ*

*- 38 ଟ୍ରେନି ହାବିଲଦାରଙ୍କ ସମେତ 650 ଗୃହରକ୍ଷୀ ହେବେ ମୁତୟନ ରହିବେ* 

*- ପୋଲିସ ପ୍ରସ୍ତୁତି ବୈଠକରେ ମିଳିତ ସୂଚନା ଦେଲେ DIG ଏବଂ SP

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS