BREAKING
Loading...
:

ହାତୀ ଆକ୍ରମଣରେ ମହିଳା ଗୁରୁତର

 ହାତୀ ଆକ୍ରମଣରେ ମହିଳା ଗୁରୁତର

କଟକ(ମାନସ କୁମାର ସାହୁ) ହାତୀ ଆକ୍ରମଣରେ ମହିଳା ଗୁରୁତର।  ଗୁରୁତର ଆହତ ମହିଳା ଜଣଙ୍କ ହେଲେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଦଣ୍ଡପଡ଼ିଆ ଗ୍ରାମର କୁନି ଚମ୍ପିଆ। ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣି ରେଞ୍ଜ ଅନ୍ତର୍ଗତ ସାଉରିଆ ଲେବୁଲ୍ କସିଂ ପାଖରେ ଥିବା ଏକ ଫର୍ମ ହାଉସ୍ ପାଖକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS