الصفحة الرئيسية ରୁପା ଇଟା, ଜିଏସଟି ଫାଙ୍କି ଅଭିଯୋଗରେ ଦୁଇ ବେପାରୀ ଅଟକ Debi Prasad Dash نوفمبر 29, 2024 0 ବ୍ରହ୍ମପୁରରୁ କୋଲକାତା ଯାଉଥିଲା ରୁପା ଇଟା, ଜିଏସଟି ଫାଙ୍କି ଅଭିଯୋଗରେ ଦୁଇ ବେପାରୀ ଅଟକ । ୭୩ ଟି ରୁପା ଇଟା ସହ ନଗଦ ୫ ଲକ୍ଷ ୪୬ ହଜାର ଟଙ୍କା ଜବତ, ଜି ଏସ ଟି ଅଧିକାରୀଙ୍କୁ ହସ୍ତାନ୍ତର କରିଲା ପୁଲିସ ।ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق