BREAKING
Loading...
:

ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ

 


ଭୁବନେଶ୍ଵର ( ମଣିଭଦ୍ରା ଖବର) ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ। ବିନା ଡିଜେରେ ବର ଗଲେ ମଣ୍ଡପ। ବାରଣ ସତ୍ତ୍ବେ ଛାତି ଫଟାଇ ଡିଜେ ବଜାଇ ବାଣ ଫୁଟାଇ ନେଉଥିଲେ ଶୋଭାଯାତ୍ରା । ଅଭିଯୋଗ ପରେ ପୋଲିସ ପହଞ୍ଚି ଡିଜେ ସିଜ୍‌ କରିଥିଲା । ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଅଧା ରାସ୍ତାରୁ ଡିଜେକୁ ଟେକି ଆଣିଥିଲା ପୁଲିସ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS