ଖୋର୍ଦ୍ଧା NHର ବଡପୋଖରିଆ ନିକଟରେ ବିଧାୟକଙ୍କ ଗାଡି ଦୁର୍ଘଟଣା
ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ରାସ୍ତାରେ ଏକ ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି
ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ସୁରକ୍ଷିତ, ଅଟୋରେ ଥିବା 2 ଯାତ୍ରୀ ଆହତ
ଆହତ ଦୁଇ ଜଣଙ୍କୁ ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି
ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଖଲିକୋଟରୁ ଭୁବନେଶ୍ବର ଯାଉଥିଲେ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق