BREAKING
Loading...
:

ବାଇକ ଦୁର୍ଘଟଣା ରେ ଦୁଇ ଗୁରୁତର

 ବାଇକ ଦୁର୍ଘଟଣା ରେ ଦୁଇ ଗୁରୁତର 

କଟକ (ମାନସ କୁମାର ସାହୁ) ନରସିଂହପୁର କମଳାଡିହ ମୁଖ୍ୟ ରାସ୍ତାର ସରଧାପୁର ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ଆହତ ଯୁବକ ସରଧାପୁର ପାଟଣା ଗ୍ରାମର ଚନ୍ଦ୍ର ଶେଖର ମୁଦୁଲି (୧୭) ବର୍ଷ ବଡଭୂଇଁ ନୂଆସାହିର ମନୋରଞ୍ଜନ ନାୟକ (୩୦) ବର୍ଷ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ରୁ ପ୍ରକାଶ ଯେ ଚନ୍ଦ୍ର ଶେଖର ରାସ୍ତା କଡରେ ଧାନ ବିଡ଼ା ସଜଉଥିବା ସମୟରେ ମନୋରଞ୍ଜନ ଙ୍କ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଗୁରୁତର ଆହତ ଅବସ୍ଥା ରେ ଉଭୟ ଙ୍କୁ ନରସିଂହପୁର ମେଡିକାଲ କୁ ଆଣି ଚିକିତ୍ସା କରାଯାଉଛି।

ମଣିଭଦ୍ରା ଖବର,କଟକ

Post a Comment

Previous Post Next Post
Header ADS