*ସୁଭଦ୍ରାରୁ ବାଦ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ*
*ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ କାଲି ମିଳିବ ଟଙ୍କା*
*ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା*
*ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡ଼ିଛନ୍ତି*
*ବ୍ଲକସ୍ତରକୁ ରିପୋର୍ଟ ଯାଇଛି, ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ*
*୫ ଲକ୍ଷ ମିସ୍ ମ୍ୟାଚ ଆବେଦନର ସମାଧାନ ହୋଇ ନାହିଁ.*
*ସେମାନେ ଏଥର ସାମିଲ ହେବେ ନାହିଁ.*
*ଆଧାର, ଆକାଉଣ୍ଟ, ମୋବାଇଲ ନଂ ସଂଯୋଗ ପରେ ସାମିଲ୍ ହେବେ*
*ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ମିଳିବ*
*ସଚେତନ କରିବାକୁ ଘରକୁ ଯିବେ ସରକାରୀ କର୍ମଚାରୀ
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment