#ପାଟପୁର_ଥାନା_ପୁରସ୍କୃତ
-ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ପୁରସ୍କୃତ କଲେ ଅମିତ ଶାହ
-ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କଲେ ଶାହ
-ପୁରସ୍କାର ଗ୍ରହଣ କରିଥିଲେ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ
-ଲୋକସେବା ଭବନରେ ଆୟୋଜିତ ଡିଜିପି ସମ୍ମିଳନୀରେ ପୁରସ୍କୃତ କଲେ ଅମିତ୍ ଶାହା
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment