ଲୁଟେରା ଗିରଫ, କୋର୍ଟ ଚାଲାଣ କଲା ପୋଲିସ
ଭୁବନେଶ୍ଵର (ମଣିଭଦ୍ରା ଖବର) ଚୋରି ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ଲୁଟେରା ଶିବାରେଡ଼ିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶିବାଙ୍କ ନିକଟରୁ ପୁଲିସ ୩୦ରୁ ଉର୍ଦ୍ଧ୍ବ ଚୋରି ମୋବାଇଲ ଉଦ୍ଧାର କରିଥିବା ଜଣାପଡ଼ିଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق