BREAKING
Loading...
:

ଆସୁଛି ଲଘୁଚାପ, ନାହିଁ ବାତ୍ୟା ଭୟ

 ଆସୁଛି ଲଘୁଚାପ, ନାହିଁ ବାତ୍ୟା ଭୟ

ଭୁବନେଶ୍ଵର ( ମଣିଭଦ୍ରା ଖବର) ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ଆଗକୁ ନେଇପାରେ ଲଘୁଚାପର ରୂପ । ବାତ୍ୟା ଭୟ ନଥିବା ଆଇଏମଡି ଡିଜିଙ୍କ ସୂଚନା*


*ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏବେ ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗକୁ ଏହା ଲଘୁଚାପର ରୂପ ନେବାପରେ ବାତ୍ୟା ଭୟ ଦେଖାଦେିଛି । ତେବେ ଓଡିଶା ପ୍ରତି ବାତ୍ୟା ଭୟ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS