BREAKING
Loading...
:

ବିବାହ ପ୍ରତିଶ୍ରୁତିରୁ ଓହରିଯିବା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ'

 'ବିବାହ ପ୍ରତିଶ୍ରୁତିରୁ ଓହରିଯିବା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ'

 ଏକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୬ ଅର୍ଥରେ ବିବାହ କରିବାର ପ୍ରତିଶୃତି ଦେଇ ସେଥିରୁ ଓହରିଗଲେ ତାହାକୁ ଆତ୍ମହତ୍ୟା ପାଇଁ ଉସୁକେଇବା ବୋଲି ବିବେଚନା କରାଯିବ ନାହିଁ। ଅଭିଯୁକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଡିସଚାର୍ଜ ଆବେଦନକୁ ଗ୍ରହଣ କରି କୋର୍ଟ ଏହି କଥା କହିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS