ଆକ୍ସନ ମୁଡ଼ରେ ଅଗ୍ନିଶମ ବିଭାଗ
*🎡ଗଛ ପଡ଼ିଥିଲେ ଏହି ନମ୍ବରରେ କରନ୍ତୁ କଲ୍, କଟାଯିବ ଗଛ l*
*📍ଜେଉଁ ମାନଙ୍କ ଘର ଉପରେ ଗଛ ପଡିଛି ୧୧୨କୁ କଲ କରି ଜଣାଇଲେ, ଅଗ୍ନିଶମ ବାହିନୀ ପକ୍ଷରୁ ଗଛ କଟାଯିବ l*
*📍ଏନେଇ ସୂଚନା ଦେଲେ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।*
*📍ସେପଟେ ପ୍ରବଳବର୍ଷା ପରେ ଫୁଲୁଛି ନଦୀ ।*
*📍ବୁଢ଼ାବଳଙ୍ଗ ନଦୀର ଉପର ମୁଣ୍ଡରେ ବାଙ୍ଗିରିପୋଷି ବ୍ଲକ୍ର ଜାମତାଳିଆ ପାଖରେ ନଦୀର ଉଗ୍ର ରୂପ ।*
*📍 ଶିମିଳିପାଳ ଉପର ମୁଣ୍ଡରେ ଥିବା ଚହଲା ରେଞ୍ଜରେ ୧୩୦ ମିଲିମିଟର ବର୍ଷା ହୋଇଥିଲା ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment