BREAKING
Loading...
:

ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

 *ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର 

ଭୁବନେଶ୍ଵର (ମଣିଭଦ୍ରା ଖବର) ବାତ୍ୟା ‘ଦାନା’ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ଓ ୨୫ ତାରିଖ ସୂର୍ଯ୍ୟ ମନ୍ଦିର ବନ୍ଦ ରଖାଯାଇଥିଲା । ବାତ୍ୟାର ପ୍ରଭାବ ପୁରୀ ଜିଲ୍ଲାରେ ପକାଇବା ଆଶଙ୍କା ଥିବାରୁ କେବଳ ୨୪ ତାରିଖରେ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା* । 


*ତେବେ ୨୫ ତାରିଖରେ ୧୧ଟା ୩୦ ମିନିଟ୍‌ରେ ଖୋଲିଲା ସୂର୍ଯ୍ୟ ମନ୍ଦିର । ଦେଶର ପର୍ଯ୍ୟଟକ ମାନେ ମୁଣ୍ଡ ପିଛା ୪୦ ଟଙ୍କା ଦେୟ ଦେଇ ସୂର୍ଯ୍ୟ ମନ୍ଦିର ବୁଲୁଥିଲେ । ବିଦେଶୀ ପର୍ଯ୍ୟଟକ ମାନେ ୬୦୦ ଟଙ୍କା ଦେୟ ଦେଇ ସୂର୍ଯ୍ୟ ମନ୍ଦିର ବୁଲି ପାରିବେ ବୋଲି ଏଏସଆଇ ଅଧିକାରୀ ସୂଚନା ଦେଇଛନ୍ତି* ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS