BREAKING
Loading...
:

କାର ସହିତ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

 କାର ସହିତ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ 

କଟକ (ମଣିଭଦ୍ରା ଖବର) ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ବାଲିପୁଟ ରାସ୍ତାରେ ଗତକାଲି ରାତିରେ କାର ସହିତ ବାଇକର ମୁହାଁମୁହିଁ ଧକ୍କା,ଜଣେ ମୃତ । 

ମୃତକ ଜଣଙ୍କ ହେଲେ ମିଲନ ଜେନା (୨୮) ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ସନ୍ତୋଷ ମିଶ୍ର ଏବଂ ଅନ୍ୟମାନଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସ କୁ ହସ୍ତାନ୍ତର କଲେ । ତିଗିରିଆ ପୋଲିସ ଦୁଇଟି ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS